
ମୋବାଇଲ ନ୍ୟୁଜ 24×7 ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ଅନେକ କିଛି କରିଛନ୍ତି । ବିଶ୍ୱରେ ମୋଦୀ ଅଦ୍ୱିତୀୟ ନେତା । ସବୁ କ୍ଷେତ୍ରରେ ସେ ଉନ୍ନତି କରିଛନ୍ତି । ୧୨ ବର୍ଷର ଶାସନ ମଧ୍ୟରେ ରାସନ, ବିଜ୍ଞାନ, ସ୍ୱଚ୍ଛ ଭାରତ, ଆବାସ ଆଦି କ୍ଷେତ୍ରରେ ବିଶେଷ ଅବଦାନ ରଖିଛନ୍ତି । ତେଣୁ ମୋଦୀଙ୍କ ୧୨ ବର୍ଷର ଶାସନକୁ ସୁବର୍ଣ୍ଣ ଯୁଗ ବୋଲି ମାନିବାକୁ ପଡିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଆଉ କ’ଣ କହିଛନ୍ତି ମନ୍ତ୍ରୀ ଦେଖନ୍ତୁ –




