ଅନ୍ତର୍ଜାତୀୟଅନ୍ୟାନ୍ୟ

ଭାରତୀୟ ସେନା ର ସୂଚନା

 ଭୁବନେଶ୍ୱର ,ଭାରତୀୟ ସେନା ମୁତାବକ, ମେଘାଳୟର ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ, ଉମରୋଇର ମିଳିତ ପ୍ରଶିକ୍ଷଣ ନୋଡ୍ ସାମରିକ ପ୍ରଶିକ୍ଷଣ ପାଇଁ ଏକ ଅନୁକୂଳ ବାତାବରଣ ପ୍ରଦାନ କରିଥାଏ।  ଓଲଟପାଲଟ ଭୂଭାଗ ସୁଖଦ ପାଣିପାଗ, ଏବଂ ପ୍ରାକୃତିକ ଜଙ୍ଗଲର ଆସ୍ତରଣ ରଣନୀତିକ ପ୍ରଶିକ୍ଷଣ, ମିଳିତ ଯୋଜନା ଏବଂ କାର୍ଯ୍ୟକ୍ଷମ ଧାରଣାର ଯାଞ୍ଚ ପାଇଁ,ହିନ୍ଦ ମହାସାଗର ଦେଶଗୁଡ଼ିକର ସ୍ଥଳସେନାର ପ୍ରଥମ ମଲ୍ଟିନେସନ ଅଭ୍ୟାସ ‘ପ୍ରଗତି-୨୦୨୬’ ପାଇଁ ଭାରତୀୟ ସେନା ଅଣ୍ଟା ଭିଡ଼ିଛି। ମେଘାଳୟର ରାଜଧାନୀ ଶିଲଂ ନିକଟସ୍ଥ ଉମରୋଇ ମିଲିଟାରୀ ଟ୍ରେନିଂ ନୋଡ୍‌ର, ଏହି ବହୁରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ବୁଧବାର  ଠାରୁ ଆରମ୍ଭ ହେଉଛି। ଏହି ଅଭ୍ୟାସରେ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ ଏବଂ ଶ୍ରୀଲଙ୍କା ସମେତ ୧୨ଟି ଦେଶର ସେନ ଅଂଶଗ୍ରହଣ କରୁଛନ୍ତି। ଉପଯୁକ୍ତ ପରିସ୍ଥିତି ସୃଷ୍ଟି କରିଥାଏ।ମିଳିତ ପ୍ରଶିକ୍ଷଣ ନୋଡ୍, ଉମରୋଇ ଆଧୁନିକ ପ୍ରଶିକ୍ଷଣ ଭିତ୍ତିଭୂମିରେ ସୁସଜ୍ଜିତ, ଯେଉଁଥିରେ ଏକ ମିଳିତ ଯୁଦ୍ଧ କେନ୍ଦ୍ର, ବ୍ୟାଟେଲ୍ ଅବ୍ସଟାକଲ୍ କୋର୍ସ  ରିଫ୍ଲେକ୍ସ ଶୁଟିଂ ରେଞ୍ଜ, ସ୍ମଲ୍ ଆର୍ମସ ଫାୟାରିଂ ରେଞ୍ଜ, ହେଲି-ବର୍ଣ୍ଣ ଅପରେସନ ପ୍ରଶିକ୍ଷଣ କ୍ଷେତ୍ର, ଜଙ୍ଗଲ ଲେନ୍ ଶୁଟିଂ ଏରିଆ, ଏଣ୍ଡ୍ୟୁରାନ୍ସ ଟ୍ରେକିଂ ଲେନ୍ ଏବଂ ଭାଲିଡେସନ ଏକ୍ସରସାଇଜ ପ୍ରଶିକ୍ଷଣ କ୍ଷେତ୍ର ସାମିଲ ଅଛି। ଏହିସବୁ ସୁବିଧା କମାଣ୍ଡ ପୋଷ୍ଟ ପ୍ରକ୍ରିୟା, ପ୍ରତିବନ୍ଧକ ପାର ହେବା, ରିଫ୍ଲେକ୍ସ ଶୁଟିଂ, ରୁମ୍ ଇଣ୍ଟରଭେନସନ  ଫାୟାର ଆଣ୍ଡ ମୁଭ ଡ୍ରିଲ, ଜଙ୍ଗଲ ଅପରେସନ, ହେଲି-ବର୍ଣ୍ଣ ଡ୍ରିଲ ଏବଂ କ୍ୟାଜୁଆଲ୍ଟି ଇଭାକ୍ୟୁଏସନ,ପ୍ରଶିକ୍ଷଣରେ ସାହାଯ୍ୟ କରିଥାଏ।

Related Articles

Back to top button