ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆଜି ସାବିତ୍ରୀ ଅମାବାସ୍ୟା ରେ ବ୍ରତ ପାଳୁଛନ୍ତି ସଧବା ମହିଳା।

 ଭୁବନେଶ୍ୱର ,ଆଜି ,ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି, ସଧବା ମହିଳା ନିଷ୍ଠାର ସହ ,ପାଳୁଛନ୍ତି ସାବିତ୍ରୀ ବ୍ରତ।

ଓଡ଼ିଆ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିବା ସହିତ, ପରିବାରରେ ସୁଖ ଶାନ୍ତି ବିରାଜିତ ହେବ ସେଥିପାଇଁ ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି।

ଆଜି ସାବିତ୍ରୀ ବ୍ରତ ପାଠ କରିବା ସହ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିରରେ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି।

ଆଜିର ଦିନରେ ମହିଳା ମାନେ, ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ବ୍ରତ ଉପବାସ କରିଥାନ୍ତି।

Related Articles

Back to top button