
ମୋବାଇଲ ନ୍ୟୁଜ 24×7; ଯେକୌଣସି ପ୍ରକାର ଅପରାଧ ହେଉ, ସରକାର ହ୍ୟାଣ୍ଡଲ କରିବାର ଯେଉଁ ପ୍ରକିୟା ତାହା କରୁଛନ୍ତି । ଅଭିଯୁକ୍ତକୁ ଗିରଫ କରିବା, ଦୋଷୀକୁ ଦଣ୍ଡ ଦେବାକୁ ପଦକ୍ଷେପ ନିଆଯାଉଛି । ଯେଉଁ ଯେଉଁ ଜାଗାରେ ଜଘନ୍ୟ ଅପରାଧ ଘଟୁଛି ସେଠାରେ ସରକାର କଠୋର ମନୋଭାବ ପ୍ରଦର୍ଶନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାହାର ନିତିଦିନ ତଥ୍ୟ ନେଉଛନ୍ତି । ତେଣୁ ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ମାରିବା ଭଳି ଘଟଣା ଯେପରି ପୁନରାବୃତ୍ତି ନ ହେବ ସେଥିପାଇଁ ଦୋଷୀମାନଙ୍କୁ ସେମାନଙ୍କ କୃତ କର୍ମର ଫଳ ଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।




