ଜାତୀୟରାଜନୀତି

ଆସାମରେ ଶପଥ ନେବେ ନୂଆ ସରକାର

 ଭୁବନେଶ୍ୱର ,ଆସନ୍ତା ୧୦ ତାରିଖରେ ଆସାମ ବିଜେପି, ବିଧାୟକ ଦଳ ବୈଠକ ହେବ।

ବିଜେପି ଆସାମ ପାଇଁ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ପର୍ଯ୍ୟବେକ୍ଷକ ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ, ନିଯୁକ୍ତି ଦେଇଛି।

ଆସାମରେ ୧୨ ତାରିଖରେ ଶପଥ ନେବେ ନୂଆ ସରକାର।

୧୨ ତାରିଖ ଦିନ ୧୧ଟାରେ ହେବ ଶପଥ ଗ୍ରହଣ ସମାରୋହ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ।

ଲଗାତାର ୩ୟ ଥର ବିଜେପି ନେତୃତ୍ବରେ, ହେବ NDA ସରକାର।

Related Articles

Back to top button