ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ନୂଆ ଆଇନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର, ଲିଙ୍ଗରାଜ ମନ୍ଦିରର ସମ୍ପତ୍ତି ନେଇ ବିସ୍ତୃତ ତଥ୍ୟ ଉପଲବ୍ଧ ନଥିଲା । ଜଷ୍ଟିସ୍ ଡି.ପି. ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି କରାଯାଇ ସେ ସମ୍ପର୍କରେ ତର୍ଜମା କରାଯାଉଛି । ବିଭିନ୍ନ ନିଯୋଗ ସହଯୋଗରେ ନଥି ପତ୍ରକୁ ତନଖି କରି ରଖାଯାଉଛି । ଲିଙ୍ଗରାଜ ମନ୍ଦିରର ନୂଆ ଆଇନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିରକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ କରିବା ସହିତ ଜମାଜମା ସମ୍ପର୍କୀତ ତଥ୍ୟ ହାସଲ କରାଯିବ । ବୁଧବାର ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଅଧିକ ଜାଣିବା ପାଇଁ ତଳ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ –




