
ଭୁବନେଶ୍ୱର ,ଜମ୍ମୁ-କଶ୍ମୀରର ଡୋଡ଼ା ଅଞ୍ଚଳରେ ଭୋର ପ୍ରାୟ ୪ଟା ୩୨ ମିଟିନରେ ଭୂମିକମ୍ପ ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଏହା ସେଠାରେ ଜୀବନହାନିର କୌଣସି ରିପୋର୍ଟ ନାହିଁ।
କିନ୍ତୁ ଜିଲ୍ଲାର ପାଙ୍ଗରା ସିନ୍ଦେ ଗାଁର କିଛି ଘର ଏବଂ କମ୍ୟୁନିଟି ହଲରେ ଫାଟ ସୃଷ୍ଟି ହୋଇଥିବାର ସୂଚନା ମିଳିଥିଲା।
ଭୂକମ୍ପ ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି।
ତେବେ ପାହାଡ଼ିଆ ଅଞ୍ଚଳରେ ସତର୍କ ରହିବାକୁ ଆଲର୍ଟ ଜାରି କରାଯାଇଛି।
ଜମ୍ମୁ-କଶ୍ମୀରର ଡୋଡ଼ା ଅଞ୍ଚଳରେ ଭୋର ପ୍ରାୟ ୪ଟା ୩୨ ମିଟିନରେ ଭୂମିକମ୍ପ ଅନୁଭୂତ ହୋଇଛି।




