ଦୁର୍ଘଟଣାସ୍ୱାସ୍ଥ୍ୟ

ମଧ୍ୟରାତ୍ରିରେ ଭୟଙ୍କର ଦୁର୍ଘଟଣା

ଭୁବନେଶ୍ୱର, ଭାବନୀପଟଣାରୁ ବିଶାଖାପାଟଣ ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍।

OSRTC ସରକାରୀ ଭଲବୋ ବସ୍ ୫୦ ଫୁଟ ତଳକୁ ଖସିଲା।

ସୁଙ୍କି ଘାଟିରେ ଦ୍ବିତୀୟ ବୁଲାଣିରେ ବସ୍ କୁ, ପିଟିଲା ଟ୍ରକ୍।

ରାତି ପ୍ରାୟ ୩ଟା ବେଳେ, ଦୁର୍ଘଟଣା ଘଟିଛି।

ଉଦ୍ଧାର କାର୍ଯ୍ୟରେ ଲାଗିଛି ସୁଙ୍କି ପୋଲିସ ଓ ଫାୟର ଟିମ୍।

ବସ୍ ରେ ୨୫ ଯାତ୍ରୀ ଥିବା ସୂଚନା ମିଳିଛି।

ଆହତମାନେ କୋରାପୁଟ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୋରାପୁଟ ସୁଙ୍କି ଘାଟିରେ ଏହି ଦୁର୍ଘଟଣା ଘଟିଛି।।

Related Articles

Back to top button