
ଭୁବନେଶ୍ୱର,ପରିବା କ୍ଷେତରେ ଦାଉସାଧିଛି। ବୈଶାଖୀ ବର୍ଷା ପବନ ମାଡ଼ରେ ଶତାଧିକ କ୍ଷେତ ଉଜୁଡି ଯାଇଛି।
ଅମଳ ବେଳର କ୍ଷେତରେ କ୍ଷତି ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି।
ଚାଷ ପାଇଁ କରିଥିବା ହାତ ଉଦ୍ଧାରୀ, ଋଣ କିପରି ଶୁଝିବେ ଚାଷୀ ଚିନ୍ତାରେ ପଡ଼ିଛନ୍ତି।ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଜିଲାର ଭାତ ହାଣ୍ଡି କୁହାଯାଏ।
ଖରିଫର ଧାନ ଚାଷ ପରେ ରବିରେ ପରିବା ଚାଷ ହୋଇଥାଏ।
ବ୍ଲକର ମିରିଗା, ଅଫୁଲା, ସୁଦର୍ଶନପୁର, ଇରମ, ନୁଆ ଗାଁ, ଅରଣ୍ଡୁଆ ଆଦି ଅଞ୍ଚଳରେ ଅଧିକ ପରିବା ଚାଷ ହୋଇ ଥାଏ। ପରିବା କ୍ଷେତରେ କାଳବୈଶାଖୀ ମାଡ଼। କାଳବୈଶାଖୀ କାଳ ସାଜିଛି।
ପରିବା କ୍ଷେତରେ ଦାଉସାଧିଛି।




