ଅନ୍ୟାନ୍ୟରାଜନୀତି

ଉତ୍ତର ପୂର୍ବ ଭାରତର ଚାଲିଛି ବିଧାନସଭା ଭୋଟିଂ।

ଭୁବନେଶ୍ୱର,ଆସାମରେ ଏଥର ବି ବିଜେପି ବନାମ୍ କଂଗ୍ରେସ ଲଢ଼େଇ ହେଉଛି।

ଆସାମରେ ନୂଆ କଂଗ୍ରେସ ଅଧ୍ୟକ୍ଷ ଭାବେ ସାଂସଦ ଗୌରବ ଗୋଗଇଙ୍କ ନେତୃତ୍ବରେ ଦଳ ଲଢ଼ୁଛି।

ତେଣୁ ଏଥର କମବ୍ୟାକ୍ କରିବା ନା ମାତ୍ ଖାଇବ ତା ଉପରେ ନଜର।

ଉତ୍ତର ପୂର୍ବ ଭାରତର ପ୍ରମୁଖ ରାଜ୍ୟରେ ଚାଲିଛି ବିଧାନସଭା ଭୋଟିଂ।

୧୨୬ ଆସନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୭୨୨ ପ୍ରାର୍ଥୀ। ପ୍ରାୟ ଅଢ଼େଇ କୋଟି ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି।

Related Articles

Back to top button