ଅନ୍ତର୍ଜାତୀୟଯୁଦ୍ଧ

ହମଲା କରିପାରେ ଇସ୍ରାଏଲ୍।

ଭୁବନେଶ୍ୱର ,ଯୁଦ୍ଧରେ ଇରାନ ସମ୍ପୂର୍ଣ୍ଣ ଦୁର୍ବଳ ହୋଇସାରିଛି। ଏବେ ବି ଇସ୍ରାଏଲ ଟ୍ରିଗର୍ ଉପରେ ଅଙ୍ଗୁଳି ରଖିଛି।

ଟ୍ରମ୍ପଙ୍କ ସହିତ ଆମର ଭଲ ସମନ୍ବୟ ରହିଛି। ଯୁଦ୍ଧରେ ସହଯୋଗ ଯୋଗାଇଥିବାରୁ ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି ନେତାନ୍ୟାହୁ।

କୌଣସି ମୁହୂର୍ତ୍ତରେ ପୁଣି ହୋଇପାରେ ଯୁଦ୍ଧ।

ସିଜ୍ ଫାୟାର୍ ପରେ ପ୍ରଥମ ପ୍ରତିକ୍ରିୟା ରଖି ଏଭଳି ଭୟଙ୍କର ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ସିଧା ଇରାନକୁ ଟାର୍ଗେଟ୍ କରି କହିଛନ୍ତି, ଯେକୌଣସି ସମୟରେ ବି ହମଲା କରିପାରେ ଇସ୍ରାଏଲ୍।

Related Articles

Back to top button