ଓଡ଼ିଶା

ଥମିଲା ନିର୍ବାଚନ ପ୍ରଚାର: କେରଳ, ଆସାମ ଓ ପୁଡୁଚେରୀରେ ଆସନ୍ତାକାଲି ମତଦାନ

ନୂଆଦିଲ୍ଲୀ: ଶେଷ ହୋଇଛି ହାଇଭୋଲଟେଜ୍ ନିର୍ବାଚନୀ ପ୍ରଚାର। ଆସନ୍ତାକାଲି ଅର୍ଥାତ୍ ୯ ଏପ୍ରିଲ (ଗୁରୁବାର) ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଅନୁଷ୍ଠିତ ହେବ। କେରଳମ୍, ଆସାମ ଓ ପୁଡୁଚେରୀର ଜନତା ସେମାନଙ୍କର ନୂତନ ଜନପ୍ରତିନିଧି ବାଛିବେ। ଗତ ମଙ୍ଗଳବାର (୭ ଏପ୍ରିଲ) ସନ୍ଧ୍ୟାରେ ଏହି ତିନି ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି। ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ଆସାମର ୧୨୬, କେରଳମ୍‌ର ୧୪୦ ଏବଂ ପୁଡୁଚେରୀର ୩୦ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Related Articles

Back to top button