ଅନ୍ୟାନ୍ୟରାଜନୀତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଆସାମ ରେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାରସୋନାରି ଓ ମାରିଆନି ବିଧାନସଭା ନିର୍ବାଚନ ମଣ୍ଡଳୀରେ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ, ନିର୍ବାଚନ ପ୍ରଚାର କରିଛନ୍ତି।

ଏହି ଅବସରରେ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ଆସାମର, ପ୍ରତ୍ୟେକ ବର୍ଗର ଲୋକଙ୍କ ହିତ ସାଧିତ ହେଉଛି।

ଗରିବ କଲ୍ୟାଣ ଓ ବିକାଶ କ୍ଷେତ୍ରରେ ଆସାମରେ ବିଜେପି ସରକାର, ବହୁତ କିଛି କରିଛନ୍ତି।

ଆମକୁ ଜିତାଇବା ପାଇଁ ଶ୍ରୀ ବିଶ୍ବ ଶର୍ମା ୨୦୨୪ ନିର୍ବାଚନରେ ଓଡ଼ିଶାରେ ପ୍ରଚାର କରିଥିଲେ।

ଏଥର ଆସାମରେ ପୁଣି ଥରେ, ଡବଲ ଇଞ୍ଜିନ୍ ସରକାର ଆସିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଆସାମରେ, ନିର୍ବାଚନ ପ୍ରଚାର କରିଛନ୍ତି।

Related Articles

Back to top button