ଅନ୍ତର୍ଜାତୀୟଯୁଦ୍ଧ

ଯୁଦ୍ଧ ବିମାନକୁ ଖସାଇଲା ଇରାନ

ଭୁବନେଶ୍ୱର , ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ବିମାନ, ଏ-୧୦ ଥଣ୍ଡରବୋଲ୍ଟ ଦୁର୍ଘଟଣାଗ୍ରସ୍ତ, ହୋଇଛି ।

ଏହି ଏ-୧୦ ବିମାନଟି ଏଫ-୧୫ଇ ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ, ଏକ ସର୍ଚ୍ଚ-ଏଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ ଇରାନର ଆକ୍ରମଣର ଶିକାର ହୋଇଥିଲା ।

ପାଇଲଟ୍ କୁଏତ ବାୟୁସୀମାରେ ପହଞ୍ଚିବା ପରେ ବିମାନରୁ ଡେଇଁ ପଡ଼ିଥିଲେ; ପାଇଲଟ୍ ସୁରକ୍ଷିତ ଅଛନ୍ତି, କିନ୍ତୁ ବିମାନଟି ସମୁଦ୍ରରେ ଖସିପଡ଼ିଛି ।  ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦୁଇଟି ଇଉ-୬୦ ବ୍ଲାକ୍ ହକ୍ ହେଲିକପ୍ଟର ମଧ୍ୟ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ।

ଏ-୧୦ ବିମାନଟି ଏଫ-୧୫ଇ ର କ୍ରୁ ସଦସ୍ୟମାନଙ୍କୁ, ଉଦ୍ଧାର କରିବା ପାଇଁ ଏକ ସର୍ଚ୍ଚ-ଏଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ ଇରାନର ଆକ୍ରମଣର ଶିକାର ହୋଇଥିଲା ।

ଏ-୧୦ ର ପାଇଲଟ୍ ବିମାନରୁ ବାହାରି ଯାଇଥିବା ବେଳେ, ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ବେଳେ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା।

Related Articles

Back to top button