ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି

ଭୁବନେଶ୍ୱର ,ଅକ୍ଷୟ ତୃତୀୟାରୁ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଆରମ୍ଭ ହେବ।
ସେହିଦିନ ରଥ ନିର୍ମାଣ ଆରମ୍ଭ ହେବ।
ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ଚନ୍ଦନ ଯାତ୍ରା ପାଇଁ ଡଙ୍ଗା ବାହାର କରାଯାଇଛି….ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ୫ଟି ଡଙ୍ଗାକୁ ପାଣିରୁ ବାହାର କରାଯାଇଛି।
ଭୋଇ ସେବକମାନେ ନନ୍ଦା ଓ ଭଦ୍ରା ଚାପ ଏବଂ ବୈଜୟନ୍ତୀ ଡଙ୍ଗାକୁ ବାହାର କରିଛନ୍ତି ।




