ଅନ୍ତର୍ଜାତୀୟବାଣିଜ୍ୟ
ଦେଢ଼ ଲକ୍ଷ ଟପିଲା ୨୪ କ୍ୟାରେଟ୍ ଗୋଲ୍ଡ ।

ଭୁବନେଶ୍ୱର , କିଛି ଦିନ ତଳେ ଲଗାତର ସୁନାଦର କମି ଲକ୍ଷେ ୨୮ ହଜାରକୁ ଖସିଥିଲା ।
ହେଲେ ବର୍ତ୍ତମାନ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଲକ୍ଷେ ୩୮ ହଜାର ୮୫୦ ଟଙ୍କା ରହିଥିବାବେଳେ ଆଜି ୧୮ ଶହ ଟଙ୍କା ବୃଦ୍ଧି ପାଇଛି ।
ସେହିପରି ୨୪ କ୍ୟାରେଟ୍ ସୁନାଦର ବି ଆଜି ୧୦ ଗ୍ରାମ ପ୍ରତି ଲକ୍ଷେ ୫୧ ହଜାର ୪୮୦ ଟଙ୍କା ରହିଛି ।
ଗତକାଲି ଲକ୍ଷେ ୪୯ ହଜାର ୫୧୦ ଟଙ୍କା ରହିଥିବାବେଳେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୯ ଶହ ୭୦ ଟଙ୍କା ବୃଦ୍ଧି ପାଇଛି ।
ଦେଢ଼ ଲକ୍ଷ ଟପିଲା ୨୪ କ୍ୟାରେଟ୍ ଗୋଲ୍ଡ । ୨୨ କ୍ୟାରେଟ୍ ସୁନା ବି ଲକ୍ଷେ ୪୦ ହେବାକୁ ହଜାରେ ବାକି ।
ଲଗାତର ସପ୍ତାହେ ହେଲା ସୁନା ଓ ରୁପା ଦରରେ ଲଗାମ ଲାଗୁନାହିଁ ।




