ଜାତୀୟଜୀବନଶୈଳୀ

ଗ୍ୟାସ୍ ଏଜେନ୍ସି ଆଗରେ ଲୋକଙ୍କ ଭିଡ଼।

ଭୁବନେଶ୍ୱର ,ଗ୍ୟାସ୍ ଏଜେନ୍ସି ଆଗରେ ଲୋକଙ୍କ ଭିଡ଼। ବାଙ୍କୀରୁ ଆସିଛି ଏଭଳି ଚିତ୍ର। ଦୀର୍ଘ ଦିନ ହେଲା ମାଆ ଚର୍ଚ୍ଚିକା ଇଣ୍ଡେନ ଗ୍ୟାସ୍ ଏଜେନ୍ସିରେ ବୁକିଂ କରି ଗ୍ୟାସ୍ ପାଉନାହାଁନ୍ତି ଗ୍ରାହକ ।

ଲୋକେ ସକାଳ ୬ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହାତରେ ସିଲିଣ୍ଡର ଧରି ଏଜେନ୍ସି କାର୍ଯ୍ୟାଳୟ ସମ୍ମୁଖରେ ଅପେକ୍ଷା କରି ବସି ରହୁଛନ୍ତି।

କିନ୍ତୁ ବାହାରେ ଚଢ଼ା ଦରରେ ଗ୍ୟାସ୍ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାହକ।

ପରିସ୍ଥିତି ଏଭଳି ହୋଇଛି କଟକ ବାଙ୍କୀ ରାସ୍ତା ଉପରେ ଧାରଣା ଦେଇଛନ୍ତି ଉପଭୋକ୍ତା ।

ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚିଛି ।

୪ ହଜାର ବୁକିଂ ଥିବା ବେଳେ ସାଢ଼େ ୩ ଶହ ଗ୍ୟାସ ସିଲିଣ୍ଡର ଆସୁଛି।

Related Articles

Back to top button