କ୍ରୀଡ଼ାରାଜନୀତି

ଜାମ୍ମୁ-କାଶ୍ମୀରର କ୍ରୀଡ଼ାବିତ୍‌ ଆଣିବେ ସଫଳତା।

ଭୁବନେଶ୍ୱର ,ଜାମ୍ମୁ-କାଶ୍ମୀର ପ୍ରଥମଥର ରଣଜୀ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଥିଲା। ଦଳର ଏପରି ବିଜୟଧାରା ଭବିଷ୍ୟତରେ, ମଧ୍ୟ ଜାରିରହିବ ବୋଲି, ମୋଦୀ କହିଛନ୍ତି। ତାଙ୍କ ଭାଷାରେ, ସାରାଦେଶର କ୍ରିକେଟ୍‌ପ୍ରେମୀଙ୍କ ପାଇଁ ମାର୍ଚ୍ଚ ଉତ୍ସାହ ଓ ଉଦ୍ଦୀପନାର ମାସ ଥିଲା। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତ ଐତହାସିକ ବିଜୟ ହାସଲ କରିଥିଲା। ଏହି ବିଜୟ ଦେଶରେ ଖୁସିର ଲହରୀ, ଖେଳାଇ ଦେଇଥିଲା, ଏବଂ ଦେଶବାସୀ କ୍ରିକେଟ୍‌ ଦଳର,ଏହି ସଫଳତାରେ, ବହୁତ ଖୁସି।ଦଳର ଖେଳାଳିମାନେ ବର୍ଷବର୍ଷ ଧରି, କଠିନ ପରିଶ୍ରମ କରି ଏହି ଫଳ ପାଇଛନ୍ତି। ଜାମ୍ମୁ-କାଶ୍ମୀର ଦଳର, ଅଧିନାୟକ ପାରସ ଡୋଗ୍ରା ଚମତ୍କାର ଭାବେ ଦଳର ନେତୃତ୍ବ ନେଇ, ଏହାକୁ ଟ୍ରଫି ଜିତାଇଥିଲେ। ୬୦ଟି ୱିକେଟ୍‌ ନେଇଥିବା ଜାମ୍ମୁ-କାଶ୍ମୀରର ପେସ୍‌ ବୋଲର, ଆକିବ୍‌ ନବିଙ୍କ ଚର୍ଚ୍ଚା ଏବେ, ସାରାଦେଶରେ।ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଜାମ୍ମୁ-କାଶ୍ମୀର କ୍ରିକେଟ୍‌ ଦଳକୁ ବେଶ୍‌ ପ୍ରଶଂସା କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Related Articles

Back to top button