
ଭୁବନେଶ୍ୱର ,ଆସନ୍ତା ଏପ୍ରିଲ ମାସରେ,ଜିଲ୍ଲାପାଳଙ୍କ ଉପସ୍ଥିତିରେ, ମଦ ଦୋକାନ ପାଇଁ ଲଟେରୀ ହେବ।
ଯେଉଁ ଦୋକାନ ଗତ ଥର ଲଟେରୀ ପାଇଥିଲେ, ସେମାନଙ୍କର ଅବଧି ମାର୍ଚ୍ଚ ୩୧ରେ ସରୁଛି।
ତେବେ ସେମାନଙ୍କୁ, ଅଧିକ ୨ ମାସ ମିଳିବ।
ଥ୍ରୀଷ୍ଟାରରୁ ଅଧିକ ହୋଟେଲରେ, ବାରର ବ୍ୟବସ୍ଥା ଥିବାରୁ, ଅନ ସପ୍ ଅନୁମତି ମିଳିବ।
ହେଲେ ନୂଆ ମଦ ଦୋକାନ ଖୋଲିବ ନାହିଁ।
ଯେତିକି ଅଫ ସପ୍ ଥିଲା ସେ ସବୁର MGER ସ୍ଥିର ହେବ ।
ଏହି ପ୍ରକ୍ରିୟା, ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ।




