ଓଡ଼ିଶାରାଜନୀତି

ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି।

ଭୁବନେଶ୍ୱର,ବିରୋଧୀଙ୍କ ହଟ୍ଟଗୋଳ ଭିତରେ, ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆଜି ମଧ୍ୟ ଚାଲିପାରିନି ବିଧାନସଭା ।ଆରମ୍ଭରୁ ଗୃହରେ, S C B ଅଗ୍ନିକାଣ୍ଡ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ।ଯାହାକୁ ନେଇ, ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗତ ୧୭ ତାରିଖରୁ S C B ମେଡ଼ିକାଲ  ଅଗ୍ନିକାଣ୍ଡ ପ୍ରସଙ୍ଗକୁ ନେଇ, ଲଗାତାର ଭାବେ ବିରୋଧୀମାନେ, ଗୃହରେ ହଟ୍ଟଗୋଳ କରିଆସୁଛନ୍ତି।

Related Articles

Back to top button