Uncategorized

ଏଲପିଜି ସଂକଟ: ୯ ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର:  ଦେଶରେ ଏଲପିଜି ସଂକଟ ବସିବ ବୈଠକ। ଆସନ୍ତାକାଲି ଦିଲ୍ଲୀରେ ବସିବ ବଡ଼ ବୈଠକ। ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ନେଇ ଦିନ ୧୧ଟାରେ ବସିବ ଏହି ବୈଠକ। ବୈଠକରେ ଯୋଗଦେବେ ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ବୈଠକ ନେଇ ସୂଚନା ଦେବା ସହ ରାଜ୍ୟରେ ଗ୍ୟାସର ଅଭାବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ରାଜ୍ୟରେ ଗ୍ୟାସ୍ , ପେଟ୍ରୋଲ୍ ଓ ଡିଜେଲ୍ ର ଅଭାବ ନାହିଁ। ଯଥେଷ୍ଟ ମହଜୁଦ୍ ଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ। ହୋଟେଲ୍ କୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସ୍ ର ୫୦% ଯୋଗାଇବାକୁ ସକ୍ଷମ। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ।

Related Articles

Back to top button