ଓଡ଼ିଶାସ୍ୱାସ୍ଥ୍ୟ

ଜଳନ୍ତା ବସରୁ ଯାତ୍ରୀଙ୍କୁ ଉଦ୍ଧାର କଲେ ବିଧାୟକ ‘ମଙ୍ଗୁ ଖିଲ’

ଭୁବନେଶ୍ୱର;  ମରଣ ମୁହଁରୁ ଅଳ୍ପକେ ବଞ୍ଚିଯାଇଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ଶୁକ୍ରବାର (୨୦. ୦୩. ୨୦୨୬) ବିଧାନସଭା କାର୍ଯ୍ୟ ସାରି ବସ୍ ଯୋଗେ ମାଲକାନଗିରି ଫେରୁଥିବା ବେଳେ ହଠାତ୍ ବସରେ ନିଆଁ ଲାଗିଯାଇଥିଲା । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ବିଧାୟକ ମଙ୍ଗୁ ଖିଲ ନିଜେ ଜଳନ୍ତା ବସରୁ ଅନେକ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରି ଆଣିଥିଲେ । ଭୁବନେଶ୍ୱର ଫେରିବା ପରେ ମଙ୍ଗଳବାର ସେହି ରାତିର ଘଟଣା ମୋବାଇଲ୍ ନ୍ୟୁଜ 24×7 କ୍ୟାମେରା ଆଗରେ ବଖାଣିଛନ୍ତି ମଙ୍ଗୁ ଖିଲ । ଦେଖନ୍ତୁ କ’ଣ କହୁଛନ୍ତି ମଙ୍ଗୁ –

Related Articles

Back to top button