ଓଡ଼ିଶା
ସିରିଜ ଡକାୟତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

ସାଲେପୁର() କିଶନନଗର ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଗତକାଲି ବିଳମ୍ବିତ ରାତିରେ ସିରିଜି ଡକାୟତି । ଲକ୍ଷ୍ୟାଧିକ ଟଙ୍କା ଓ ଗହଣା ଗାଣ୍ଠି ଲୁଟିନେଲେ ଡକାୟତମାନେ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ବୋଇଲୋ ଗ୍ରାମରେ ।





